
Download Hanuman Chalisa Odia PDF ⬇
।। ଶ୍ରୀ ହନୁମାନ ଚାଲିସା ।।
।। ଦୋହା ।।
ଶ୍ରୀଗୁରୁ ଚରନ ସରୋଜ ରଜ, ନିଜମନ ମୁକୁରୁ ସୁଧାରି।
ବରନଉଁ ରଘୁବର ବିମଲ ଜସୁ, ଯୋ ଦାୟକ ଫଲ ଚାରି ।।
ବୁଦ୍ଧିହୀନ ତନୁ ଜାନିକେ, ସୁମିରୌଁ ପବନ-କୁମାର।
ବଲ ବୁଧି ବିଦ୍ୟା ଦେହୁ ମୋହିଁ, ହରହୁ କଲେସ ବିକାର ।।
।। ଚୌପାଈ ।।
ଜୟ ହନୁମାନ ଜ୍ଞାନ ଗୁନ ସାଗର।
ଜୟ କପୀଶ ତିହୁଁ ଲୋକ ଉଜାଗର ।। ୧ ।।
ରାମ ଦୂତ ଅତୁଲିତ ବଲ ଧାମା।
ଅଞ୍ଜନି-ପୁତ୍ର ପବନସୁତ ନାମା ।। ୨ ।।
ମହାବୀର ବିକ୍ରମ ବଜରଙ୍ଗୀ।
କୁମତି ନିବାର ସୁମତି କେ ସଙ୍ଗୀ ।। ୩ ।।
କଞ୍ଚନ ବରନ ବିରାଜ ସୁବେସା।
କାନନ କୁଣ୍ଡଲ କୁଞ୍ଚିତ କେସା ।। ୪ ।।
ହାଥ ବଜ୍ର ଔ ଧ୍ୱଜା ବିରାଜେ।
କାନ୍ଧେ ମୂଞ୍ଜ ଜନେଉ ସାଜେ ।। ୫ ।।
ଶଙ୍କର ସୁବନ କେସରୀ ନନ୍ଦନ।
ତେଜ ପ୍ରତାପ ମହା ଜଗ ବନ୍ଦନ ।। ୬ ।।
ବିଦ୍ୟାବାନ ଗୁନୀ ଅତି ଚାତୁର।
ରାମ କାଜ କରିବେ କୋ ଆତୁର ।। ୭ ।।
ପ୍ରଭୁ ଚରିତ୍ର ସୁନିବେ କୋ ରସିଆ।
ରାମ ଲଖନ ସୀତା ମନ ବସିଆ ।। ୮ ।।
ସୂକ୍ଷ୍ମ ରୂପ ଧରି ସିୟହିଁ ଦିଖାବା।
ବିକଟ ରୂପ ଧରି ଲଙ୍କ ଜରାବା ।। ୯ ।।
ଭୀମ ରୂପ ଧରି ଅସୁର ସଂହାରେ।
ରାମଚନ୍ଦ୍ର କେ କାଜ ସଂୱାରେ ।। ୧୦ ।।
ଲାୟ ସଜୀବନ ଲଖନ ଜିୟାୟେ।
ଶ୍ରୀ ରଘୁବୀର ହରଷି ଉର ଲାୟେ ।। ୧୧ ।।
ରଘୁପତି କୀନ୍ହୀ ବହୁତ ବଡ଼ାଈ।
ତୁମ ମମ ପ୍ରିୟ ଭରତହି ସମ ଭାଈ ।। ୧୨ ।।
ସହସ ବଦନ ତୁମ୍ହରୋ ଜସ ଗାୱୈଁ।
ଅସ କହି ଶ୍ରୀପତି କଣ୍ଠ ଲଗାୱୈଁ ।। ୧୩ ।।
ସନକାଦିକ ବ୍ରହ୍ମାଦି ମୁନୀସା।
ନାରଦ ସାରଦ ସହିତ ଅହୀସା ।। ୧୪ ।।
ଜମ କୁବେର ଦିଗପାଲ ଜହାଁ ତେ।
କବି କୋବିଦ କହି ସକେ କହାଁ ତେ ।। ୧୫ ।।
ତୁମ ଉପକାର ସୁଗ୍ରୀୱହିଁ କୀନ୍ହା।
ରାମ ମିଲାୟ ରାଜ ପଦ ଦୀନ୍ହା ।। ୧୬ ।।
ତୁମ୍ହରୋ ମନ୍ତ୍ର ବିଭୀଷନ ମାନା।
ଲଙ୍କେଶ୍ୱର ଭଏ ସବ ଜଗ ଜାନା ।। ୧୭ ।।
ଜୁଗ ସହସ୍ର ଜୋଜନ ପର ଭାନୁ।
ଲୀଲ୍ୟୋ ତାହି ମଧୁର ଫଲ ଜାନୂ ।। ୧୮ ।।
ପ୍ରଭୁ ମୁଦ୍ରିକା ମେଲି ମୁଖ ମାହୀଁ।
ଜଳଧି ଲାଙ୍ଘି ଗୟେ ଅଚରଜ ନାହୀଁ ।। ୧୯ ।।
ଦୁର୍ଗମ କାଜ ଜଗତ କେ ଜେତେ।
ସୁଗମ ଅନୁଗ୍ରହ ତୁମ୍ହରେ ତେତେ ।। ୨୦ ।।
ରାମ ଦୁଆରେ ତୁମ ରଖୱାରେ।
ହୋତ ନ ଆଜ୍ଞା ବିନୁ ପୈସାରେ ।। ୨୧ ।।
ସବ ସୁଖ ଲହୈ ତୁମ୍ହାରୀ ସରନା।
ତୁମ ରଚ୍ଛକ କାହୂ କୋ ଡର ନା ।। ୨୨ ।।
ଆପନ ତେଜ ସମ୍ହାରୋ ଆପୈ।
ତୀନୋଁ ଲୋକ ହାଙ୍କ ତେଁ କାମ୍ପୈ ।। ୨୩ ।।
ଭୂତ ପିସାଚ ନିକଟ ନହିଁ ଆୱେ।
ମହାବୀର ଜବ ନାମ ସୁନାୱେ ।। ୨୪ ।।
ନାସୈ ରୋଗ ହରୈ ସବ ପୀରା।
ଜପତ ନିରନ୍ତର ହନୁମତ ବୀରା ।। ୨୫ ।।
ସଙ୍କଟ ତେଁ ହନୁମାନ ଛୁଡ଼ାୱେ।
ମନ କ୍ରମ ବଚନ ଧ୍ୟାନ ଯୋ ଲାୱେ ।। ୨୬ ।।
ସବ ପର ରାମ ତପସ୍ୱୀ ରାଜା।
ତିନ କେ କାଜ ସକଲ ତୁମ ସାଜା ।। ୨୭ ।।
ଓର ମନୋରଥ ଯୋ କୋଈ ଲାୱେ।
ସୋଈ ଅମିତ ଜୀବନ ଫଲ ପାୱେ ।। ୨୮ ।।
ଚାରୋଁ ଜୁଗ ପ୍ରତାପ ତୁମ୍ହାରା।
ହୈ ପରସିଦ୍ଧ ଜଗତ ଉଜିୟାରା ।। ୨୯ ।।
ସାଧୁ ସନ୍ତ କେ ତୁମ ରଖୱାରେ।
ଅସୁର ନିକନ୍ଦନ ରାମ ଦୁଲାରେ ।। ୩୦ ।।
ଅଷ୍ଟସିଦ୍ଧି ନୌ ନିଧି କେ ଦାତା।
ଅସ ବର ଦୀନ ଜାନକୀ ମତା ।। ୩୧ ।।
ରାମ ରସାୟନ ତୁମ୍ହରେ ପାସା।
ସଦା ରହୋ ରଘୁପତି କେ ଦାସା ।। ୩୨ ।।
ତୁମ୍ହରେ ଭଜନ ରାମ କୋ ପାୱେ।
ଜନମ ଜନମ କେ ଦୁଖ ବିସରାୱେ ।। ୩୩ ।।
ଅନ୍ତ କାଲ ରଘୁବର ପୁର ଜାଈ।
ଜହାଁ ଜନ୍ମ ହରିଭକ୍ତ କହାଈ ।। ୩୪ ।।
ଓର ଦେବତା ଚିତ୍ତ ନ ଧରଈ।
ହନୁମତ ସେଇ ସର୍ବ ସୁଖ କରଈ ।। ୩୫ ।।
ସଙ୍କଟ କଟୈ ମିଟୈ ସବ ପୀରା।
ଯୋ ସୁମିରୈ ହନୁମତ ବଲବୀରା ।। ୩୬ ।।
ଜୟ ଜୟ ଜୟ ହନୁମାନ ଗୋସାଈଁ।
କୃପା କରହୁ ଗୁରୁଦେବ କୀ ନାଈଁ ।। ୩୭ ।।
ଯୋ ସତ ବାର ପାଠ କର କୋଈ।
ଛୂଟହି ବନ୍ଦି ମହା ସୁଖ ହୋଈ ।। ୩୮ ।।
ଯୋ ୟହ ପଢ଼ୈ ହନୁମାନ ଚାଲିସା।
ହୋୟ ସିଦ୍ଧି ସାଖୀ ଗୌରୀସା ।। ୩୯ ।।
ତୁଲସୀଦାସ ସଦା ହରି ଚେରା।
କୀଜୈ ନାଥ ହୃଦୟ ମହଁ ଡେରା ।। ୪୦ ।।
।। ଦୋହା ।।
ପବନତନୟ ସଙ୍କଟ ହରନ, ମଙ୍ଗଲ ମୂରତି ରୂପ।
ରାମ ଲଖନ ସୀତା ସହିତ, ହୃଦୟ ବସହୁ ସୁର ଭୂପ ।।
।। ଜୟ ଶ୍ରୀ ରାମ ।।
।। ଜୟ ହନୁମାନ ।।
Download Hanuman Chalisa Odia PDF ⬇
ପବିତ୍ର ହନୁମାନ ଚାଲିସା ପାଠ କରନ୍ତୁ। ଓଡ଼ିଆରେ ହନୁମାନ ଚାଲିସା PDF ଡାଉନଲୋଡ୍ କରନ୍ତୁ ଏବଂ ପ୍ରତିଦିନ ହନୁମାନଜୀଙ୍କ ଆଶୀର୍ବାଦ ପାଇବା ପାଇଁ ଏହାକୁ ଆପଣଙ୍କ ପାଖରେ ରଖନ୍ତୁ। ⬇

Namaste 🙏
I am a humble devotee of Shree Hanuman ji. This website, hanumanchalisaa.com, is my small offering of bhakti, created to share the Hanuman Chalisa, its meanings, and related spiritual content with fellow devotees.
I am not affiliated with any temple or organization, just a seeker sharing with love and faith. May this site help you feel closer to Bajrangbali.
Jai Shree Ram! Jai Shree Hanuman!
📧 suppor@hanumanchalisaa.com